Director_Odia

ଶ୍ରୀ ଗଜେନ୍ଦ୍ର ମହାପାତ୍ର
ନିର୍ଦେଶକ
ସାଧାରଣ ଅଭିଯୋଜନ ନିର୍ଦେଶାଳୟ

ଓଡିଶା ରାଜ୍ୟ ସରକାରଙ୍କ ତରଫରୁ ଫୋୖଜଦାରୀ ନୟାଳୟରେ ମାମଲା ପରିଚାଳନା କରିବା ସାଧରଣ ଅଭିଯୋଜନ ନିର୍ଦେଶାଳୟର ମୁଖ୍ୟ ଦାଇତ୍ୱ | ସରକାରଙ୍କ ଦ୍ୱାରା ନିଯୁକ୍ତି ପାଇଥିବା ଅଭିଯୋଜକ ମାନଙ୍କ ଜରିଆରେ ସୁଚାରୁରୂପେ ନାୟାଳୟରେ କେଶ୍ ପରିଚାଳନା କରିବା ଏହି ନିର୍ଦେଶାଳୟର ମୂଳ ଲକ୍ଷ | ସାଧରଣ ଲୋକଙ୍କୁ ତ୍ୱରିତ ନ୍ୟାୟ ଯୋଗାଇବା ପାଇଁ ଏବଂ ଦଣ୍ଡ ବିଧାନ କରିବା ପାଇଁ ନୟାଳୟକୁ ଏହି ନିର୍ଦେଶାଳୟ ସହଯୋଗ କରିଥାନ୍ତି |

short_message_odia: 

ଶ୍ରୀ ଗଜେନ୍ଦ୍ର ମହାପାତ୍ର

ନିର୍ଦେଶକ
ସାଧାରଣ ଅଭିଯୋଜନ ନିର୍ଦେଶାଳୟ

ଓଡିଶା ରାଜ୍ୟ ସରକାରଙ୍କ ତରଫରୁ ଫୋୖଜଦାରୀ ନୟାଳୟରେ ମାମଲା ପରିଚାଳନା କରିବା ସାଧରଣ ଅଭିଯୋଜନ ..... ଅଧିକ ପଢ...